Jump to content

ମନର ମାଇପ

ଉଇକିଅଭିଧାନ‌ରୁ

ମନର ମାଇପ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମନର ଭାରିଯା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମନୋମୁଗ୍ଧକାରିଣୀ ଭାର୍ଯ୍ୟା —୧. Charming wife.
୨. ମନର କଳ୍ପନାନୁରୂପା ଭାର୍ଯ୍ୟା —୨. A wife who tallies with one's model or ideal.
୩. ଆପଣାଦ୍ୱାରା ମନୋନୀତ ସ୍ତ୍ରୀ — ୩. A wife of selected by a person himself; a wife one's own choice.

(ଉ—ଅମନୀ ମାଇପ ମନ କରିଛି, ମନର ମାଇପ ଶେଯ ପାରିଛି, ଥୋଇ ମାଇପର ପାଳି, ବେହୀ ମାଇପର ବନ୍ଦାପନା ଦିନ ଗେରସ୍ତ ବସିଛି ଭାଳି—ଢଗ)