Jump to content

ମନସା

ଉଇକିଅଭିଧାନ‌ରୁ

ମନସା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମନସ୍+ଅ+ସ୍ତ୍ରୀ. ଆ)

[ସମ୍ପାଦନା]

କଶ୍ୟପଙ୍କ ଔରସରେ କଦ୍ରୁଙ୍କ ଗର୍ଭରେ ଜାତ କନ୍ୟା —Name of a goddess born of the womb of Kadru and begotten by Kaṡyapa.

[ ଦ୍ର—ଏ ଅନନ୍ତ ବା ବାସୁକି ନାଗଙ୍କ ଭଉଣୀ, ଜରତ୍କାରୁ ଋଷିଙ୍କ ପତ୍ନୀ ଓ ଆସ୍ତୀକ ମୁନିଙ୍କ ମାତା ଏ ସର୍ପମାନଙ୍କଠାରୁ ମନୁଷ୍ୟଙ୍କୁ ରକ୍ଷା କରିବା ଦେବୀରୂପେ ପୂଜିତା ଏହାଙ୍କର ପ୍ରିୟ ବୃକ୍ଷ କଣ୍ଟା ସିଝୁ ବଙ୍ଗ ଦେଶରେ ଏହାଙ୍କର ପୂଜା ବିଶେଷରୂପେ ପ୍ରଚଳିତ ]

ଦେଶଜ - ଅ (ପ୍ରାଚୀନ ପଦ୍ୟ; ସଂସ୍କୃତ - ମନସା=ମନଦ୍ୱରା)

[ସମ୍ପାଦନା]
୧. ମନେ ମନେ; ମନରେ —୧. In mind; mentally.
୨. କଳ୍ପନାଦ୍ୱାରା —୨. In imagnation.

[ ଉ— ମନସା ଭ୍ରମର ଯେହ୍ନେ ଦୃଷ୍ଟି ପ୍ରସଙ୍ଗେ ପ୍ରାଚୀ. ରସ— ବାରିଧି ]

ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

କଣ୍ଟା ସିଝୁଗଛ —Euphorbiā Niruria; Euphorbia Hirta.