Jump to content

ମନସିଜ

ଉଇକିଅଭିଧାନ‌ରୁ

ମନସିଜ

ଉଚ୍ଚାରଣ

[ସମ୍ପାଦନା]

(ମନସିଶୟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମନସି=ମନରେ+ଜନ୍ ଧାତୁ+କର୍ତୃ. ଅ; ଅଲୁକ୍ ସମାସ)

[ସମ୍ପାଦନା]

କନ୍ଦର୍ପ; କାମ; ମଦନ —Cupid.