Jump to content

ମନସ୍ତାପ

ଉଇକିଅଭିଧାନ‌ରୁ

ମନସ୍ତାପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ ୬ଷ୍ଠୀ ତତ୍; ମନଃ+ତାପ]

[ସମ୍ପାଦନା]
୧. ମନୋଦୁଃଖ — ୧. Sorrow.
୨. ଅନୁତାପ —୨. Regret; remorse.