Jump to content

ମନସ୍ୱୀ

ଉଇକିଅଭିଧାନ‌ରୁ

ମନସ୍ୱୀ

ଉଚ୍ଚାରଣ

[ସମ୍ପାଦନା]
(ମନସ୍ୱିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ମନସ୍+ପ୍ରଶସ୍ତାର୍ଥେ ବିନ୍; ୧ମ. ୧ବ.)

[ସମ୍ପାଦନା]
୧. ଯାହାର ମନ ପ୍ରଶସ୍ତ ବା ଉଦାର; ଉଦାରଚେତାଃ; ମହାମନାଃ; ଉଚ୍ଚମନାଃ —୧. High-minded; magnanimous; liberal-minded.
୨. ସ୍ଥିର— ମନାଃ —୨. Calm-minded.