Jump to content

ମନାକ୍

ଉଇକିଅଭିଧାନ‌ରୁ

ମନାକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ (ମନ୍ ଧାତୁ=ଜାଗିବା+କର୍ମ. ଆକ୍)

[ସମ୍ପାଦନା]
୧. ଈଷତ୍; ଅଳ୍ପ —୧. Little; slightly.
୨. ମନ୍ଦ ମନ୍ଦ; ଆସ୍ତେ ଆସ୍ତେ —୨. Slowly.
୩. କେତେକ ଅଂଶରେ — ୩. Somewhat.