Jump to content

ମନାକ୍କା

ଉଇକିଅଭିଧାନ‌ରୁ

ମନାକ୍କା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁନକ୍କା)

[ସମ୍ପାଦନା]

ମନକ୍କା; ଶୁଖାଯାଇ ରଖା ଯାଇଥିବା ବଡ଼ ପକ୍ୱ ଅଙ୍ଗୁର କୋଳି —Large dried raisin; dried grapes.