Jump to content

ମନାଦି ଦେବା

ଉଇକିଅଭିଧାନ‌ରୁ

ମନାଦି ଦେବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ମନାଦି ପିଟିବା, ମନାଦି ଫେରା(ରେ)ଇବା, ମନାଦି ଦିଆଇବାପ୍ରୟୋଜକରୂପ

ଦେଶଜ - କ୍ରି. (ଆରବୀ - ମୁନାଦୀ) (କଚିରିଆ)

[ସମ୍ପାଦନା]
୧. ଢଙ୍କା ପିଟିବାଦ୍ୱାରା ଘୋଷଣ କରିବା; ଧେଣ୍ଡୁରା ଦେବା —୧. To proclaim by beat of drum.
୨. ଘୋଷଣା ଦେବା ଉପଲକ୍ଷରେ (ମନାଦିଦାର) ଢଙ୍କା ବଜାଇବା —୨. To beat the drum (said of the drumer) on the occasion of a proclamation.