Jump to content

ମନାସା

ଉଇକିଅଭିଧାନ‌ରୁ

ମନାସା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମନରେ ସ୍ଥିର କରିବା; ମନାସିବା —The act of settling athing mentally (without expressing it); mental statement.

[ ଦ୍ର—ଫୁଲ ମନାସାରେ ପ୍ରଶ୍ନକର୍ତ୍ତା ମନେ ମନେ ଗୋଟିଏ ଫୁଲର ନାମ ସ୍ଥିର କରେ ଓ ସମାଧନକାରୀ ବ୍ୟକ୍ତି ଗଣାନା କରି ଉକ୍ତ ଫୁଲର ନାମଟି କହି ଦିଏ]