Jump to content

ମନା କରିବା

ଉଇକିଅଭିଧାନ‌ରୁ

ମନା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଆରବୀ - ମନା=ନିଷିଦ୍ଧ)

[ସମ୍ପାଦନା]
୧. ବାରଣ କରିବା; ନିଷେଧ କରିବା —୧. To prohibit.

[ ଉ—ଘସ୍ରନାଥ ନନ୍ଦନା ଅନାଉଣିକି ମନା କରୁ ଯେ ଥାଉଁ ହଟି ଚାହିଁଲୁରେ କବିସୂର୍ଯ୍ୟ. କିଶୋରୀଚମ୍ପୂ ଘ ଗୀତା ]

୨. ଅସ୍ୱୀକାର କରିବା —୨. To deny.
୩. ବାଧା ଦେବା —୩. To obstruct.

[ଉ—ମନା ନ କର ହିତ, ଅନାଦର ରହିତ, ଅନାଉଣି ନିରତ ଚୂନା କରୁ ଦୁରିତ —କବିସୂର୍ଯ୍ୟ କିଶୋରୀ ଚମ୍ପୂ—ମ ଗୀତ ]