Jump to content

ମନିଅଡ଼ର୍ କମିସନ୍ ଫୀ

ଉଇକିଅଭିଧାନ‌ରୁ

ମନିଅଡ଼ର୍ କମିସନ୍ ଫୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମନୀଅର୍ଡ଼ର୍ +କମିସନ; ଫୀ; ପୀସ୍)

[ସମ୍ପାଦନା]

ମନିଅଡ଼ରଦ୍ୱାରା ସ୍ଥାନାନ୍ତରକୁ ଟଙ୍କା ପଠାଇବା ପାଇଁ ପ୍ରେରକ ଡାକ ବିଭାଗକୁ ଯେଉଁ ନିର୍ଦ୍ଧାରିତ ଧନ ଦିଅନ୍ତି —Money-order fee.

[ ଦ୍ର—ମନିଅଡର୍ଦ୍ୱାରା ଦୁଇପ୍ରକାରେ ଟଙ୍କା ଦୂର ଦେଶକୁ ପଠାଯାଏ; ସାଧାରଣ ଡାକରେ ଟଙ୍କା ପଠାଇଲେ ଯେତେ ଦିନେ ଡାକ ଚିଠି ପହଞ୍ଚେ ସେତେ ଦିନେ ଉକ୍ତ ଟଙ୍କା ଅଭିପ୍ରେତ ବ୍ୟକ୍ତିଠାରେ ପହଞ୍ଚେ ଏହାକୁ ପୋଷ୍ଟାଲ୍ ମନିଅଡ଼ର ବୋଲାଯାଏ ଯେବେ ଅଭିପ୍ରେତ ବ୍ୟକ୍ତି ଶୀଘ୍ର ଟଙ୍କା ପାଇବାକୁ ପ୍ରେରକ ଇଚ୍ଛା କରନ୍ତି ତେବେ ଟେଲିଗ୍ରାମ୍ [ତାରଡାକ]ଦ୍ୱାରା ଟଙ୍କା ପଠାଇଲେ ଅଭିପ୍ରେତ ବ୍ୟକ୍ତି ଟେଲିଗ୍ରାମ୍ ପହଞ୍ଚିବା ସମୟରେ ଉକ୍ତ ଟଙ୍କା ପାଆନ୍ତି ଏହାକୁ ଟେଲିଗ୍ରାଫିକ୍ ମନିଅଡ଼ର ବୋଲାଯାଏ]