ମନିଅଡ଼ର୍ କୁପନ୍
ଦେଖଣା
ମନିଅଡ଼ର୍ କୁପନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମନିଅଡ଼ର୍ କୁପନ୍
|
ବୈଦେଶିକ - . ବିଶେଷ୍ୟ - (ଇଂ ମନୀଅର୍ଡ଼ର୍ କୁପନ୍)
[ସମ୍ପାଦନା]ମନିଅଡ଼ର କରିବାବେଳେ ପ୍ରେରକ ମନିଅଡ଼ର ଫାରମର ଯେଉଁ ଅଂଶରେ ଟଙ୍କା ପାଇବା ବ୍ୟକ୍ତିଙ୍କ— ଠାକୁ ଆପଣାର ବକ୍ତବ୍ୟ ଲେଖନ୍ତି —Money order coupon.