ମନିଛା
ଦେଖଣା
ମନିଛା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନସ୍ ଓ ଇଚ୍ଛା)
[ସମ୍ପାଦନା]ନିଜର ଇଚ୍ଛା; ସ୍ୱେଚ୍ଛା — One's free will.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଆପଣାର ଇଚ୍ଛାନୁସାରେ; ଯଥେଚ୍ଛା — ୧. As one would have it.
- ୨. ଆପଣା ସନ୍ତୋଷ ବିଧାନ ହେବା ପ୍ରକାରେ — ୨. To the heart's content.