Jump to content

ମନିତ

ଉଇକିଅଭିଧାନ‌ରୁ

ମନିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମନ୍ ଧାତୁ+କର୍ମ. ତ)

[ସମ୍ପାଦନା]

ଜ୍ଞାତ —Known

ସଂସ୍କୃତ - ବିଶେଷ୍ୟ - (+ଭାବ. ତ)

[ସମ୍ପାଦନା]
୧. ଜ୍ଞାନ —୧. Knowledge
୨. କୂଜିତ ବା କଣ୍ଠ ଧ୍ୱନିବିଶେଷ —୨. A kind of vocal sound.