ମନିଷ
ଦେଖଣା
ମନିଷ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମନୁଷ୍ୟ)
[ସମ୍ପାଦନା]- ୧. ମଣିଷ; ମନୁଷ୍ୟ —୧. Man; person.
- ୨. ଲୋକ; ଚାକର —୨. Servant.
- ୩. ସ୍ୱାମୀ —୩. Husband.
- ୪. କଥକ ସ୍ୱୟଂ —୪. The speaker himself.
[ ଦ୍ର—କଥାପ୍ରସଙ୍ଗରେ ଆପଣାକୁ ଲକ୍ଷ୍ୟକରି ୩ୟ ପୁରୁଷରେ 'ମନିଷ, ମଣିଷ; ମନୁଷ୍ୟ' ଆଦି ଶବ୍ଦ ବ୍ୟବହାର କରାଯାଏ ଯଥା—ନଈ କୂଳରେ ଆସି ପହଞ୍ଚି ବଢ଼ି ନଈରେ ଡଙ୍ଗା ନ ମିଳାବାରୁ ମଣିଷ ନଈକୂଳେ ଭାରି ହଇରାଣ ହେଲା ଏହାର ଇଂରାଜି ବ୍ୟବହାର —One is put to much inconvenience ]