Jump to content

ମନିଷ କରିବା

ଉଇକିଅଭିଧାନ‌ରୁ

ମନିଷ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶିଶୁକୁ ପ୍ରତିପାଳନ କରି ବୟଃସ୍ଥ କରାଇବା; ଏଡ଼େଉଁ ଏଡ଼େ କରିବା — ୧. Tio bring up a child till he is grown up.
୨. ଶିକ୍ଷା ବା ସାହାଯ୍ୟଦ୍ୱାରା ମୂର୍ଖ ବା ନିର୍ଦ୍ଧନ ବ୍ୟକ୍ତିକୁ ପଣ୍ତିତ ବା ସମ୍ମାନିତ ବା ଧନୀ କରିବା —୨. To help a person in becoming learned, rich or respectable.