ମନି ସୁଟ୍
(ଟାଇଟ୍ଳସୁଟ୍—ବିପରୀତ)
ଟଙ୍କା ଦାବି କରାଯାଇଥିବା ମକଦମା; ଯେଉଁ ମକଦମାରେ ବାଦୀ ପ୍ରତିବାଦୀ ଠାରୁ ନଗଦ ଧନ ପାଇବା ପାଇଁ ଦାବୀ କରିଥାଏ — Money-suit.