ମନୀଷା
ଦେଖଣା
ମନୀଷା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମନସ୍+ଈଷା=ଲଙ୍ଗଳଦଣ୍ଡ; ଈଷ ଲଙ୍ଗଳକୁ ଚଳାଇବା ପରି ଯାହା ମନୁଷ୍ୟର ମନକୁ ଚାଳିତ କରାଏ)
[ସମ୍ପାଦନା]- ୧. ବୃଦ୍ଧି; ପ୍ରଜ୍ଞା —୧. Intellect; understanding; intellectual powers.
[ଉ—ପଡ଼ିଅଛି ବଳାଆ ଏଥିରେ ମନୀଷା— କୃଷ୍ଣସିଂହ. ମହାଭାରତ. ସଭା ]
- ୨. ମନୋରଥ — ୨. Desire; wish.
[ଉ—ଯିବାକୁ କେଉଁରୂପେ ବଳିଛି ମନୀଷା—କୃଷ୍ଣସିଂହ. ମହାଭାରତ. ବନ]
- ୩. (ବୈଦିକ) ସ୍ତୁତି; ପ୍ରଶଂସା (ହିନ୍ଦୀ - ଶ) —୩. (Vedic) Eulogy; praise.
ଦେଶଜ - ବିଶେଷଣ - [ ସଂସ୍କୃତ - ମନୀଷା=ଇଚ୍ଛା]
[ସମ୍ପାଦନା]- ୧. ଯେ କାମନା କରେ; କାମନାକାରୀ —୧. Desirous; wishing.
- ୨. ଇଚ୍ଛା ଅନୁସାରେ ଭିନ୍ନ ଭିନ୍ନ ରୂପ ଧାରଣକାରୀ — ୨. Assuming different shapes at will.
[ ଉ—ବାରି ନୋହିଲା ପ୍ରଚୁର ନିଶାମୟ ମନୀଷା ସେ ନିଶାଚର—ଭଞ୍ଜ. ବୈଦେହୀଶବିଳାସ ]