Jump to content

ମନୁଆ

ଉଇକିଅଭିଧାନ‌ରୁ

ମନୁଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ମନେଈ, ମନୋ(ନୁ)ଈଅନ୍ୟରୂପ

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. କାମଚାରୀ; ସ୍ୱୈର; ଯାହା ଇଚ୍ଛା ହୁଏ ତାହା କରିବା ବ୍ୟକ୍ତି — ୧. Self-willed; wilful.

[ଉ— ଯେ ଲୋକ ଯୁଦ୍ଧରେ ମନୁଆ ହୋଇଥିବ କୃଷ୍ଣସିଂହ, ମହାଭାରତ, ସଭା]

୨. ଏକବାଗିଆ —୨. Wayward.
୩. ଖିଆଲୀ —୩. Whimsical.
୪. ଦୃଢ଼ଚିତ୍ତ —୪. Of firm determination; resolute.
୫. ନିପୁଣ; ଧୁରନ୍ଧର —୫. Skilful.

[ଉ— ଶଳ୍ୱ ଯୁଦ୍ଧରେ ତ ଅଟନ୍ତି ମନୁଆଟି— କୃଷ୍ଣସିଂହ. ମହାଭାରତ. ବନ]

୬. ବୀର — ୬. Heroic.

(ଉ— ଯେତେକ ଯୋଦ୍ଧା ତହିଁଥିଲେଟି ଡରୁଆ, ଡରିଲେ ହୃଷ୍ଟ ହେଲେ ତା ଦେଖି ମନୁଆ କୃଷ୍ଣସିଂହ. ମହାଭାରତ. ବନ)

୭. ସାହାସୀ —୭. Brave; bold.

(ଉ— ମନୁଆଁ ଏ ଡରୁଆ ପରାୟେ ରହିବେ କୃଷ୍ଣସିଂହ. ମହାଭାରତ. ବନ)

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମନସ୍; ନିଜର ମନୁଆ ସମ୍ୱୋଧନ)

[ସମ୍ପାଦନା]

ମନ —Mind.

(ଉ— —ଆରେ ମନୁଆ ଭାଇ! ଶରୀର ଭେଦ ତୁ ଜାଣିଲୁ ନାହିଁ—ଶରୀରଭେଦଭଜନ)