Jump to content

ମନୁଷ୍ୟତା ବିବର୍ଜିତ

ଉଇକିଅଭିଧାନ‌ରୁ

ମନୁଷ୍ୟତା ବିବର୍ଜିତ

ଉଚ୍ଚାରଣ

[ସମ୍ପାଦନା]

ମନୁଷ୍ୟତା ବିହୀନ, ମନୁଷ୍ୟତା ହୀନ, ମନୁଷ୍ୟତା ବିବର୍ଜିତଅନ୍ୟରୂପ

ସଂସ୍କୃତ - ବିଶେଷଣ - (୩ୟା ତତ୍)

[ସମ୍ପାଦନା]
୧. ଅମାନୁଷ; ନିଷ୍ଠୁର —୧. Inhuman; cruel; devoid of humanity.
୨. ସାହସହୀନ; କାପୁରୁଷ — ୨. Unmanly; cowardly.
୩. ପୁରୁଷତ୍ୱହୀନ; ସ୍ତ୍ରୀ— ସଙ୍ଗମଶକ୍ତିରହିତ — ୩. Impotent.