Jump to content

ମନୁଷ୍ୟତ୍ୱ

ଉଇକିଅଭିଧାନ‌ରୁ

ମନୁଷ୍ୟତ୍ୱ

ଉଚ୍ଚାରଣ

[ସମ୍ପାଦନା]

(ଅମନୁଷ୍ୟତା—ବିପରୀତ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଦୟା, ପରଦୁଃଖ କରାରତା ଓ ସ୍ନେହାଦି ମନୁଷ୍ୟୋଚିତ ଧର୍ମ —୧. Humanity.
୨. ମନୁଷ୍ୟପଣିଆଁ; ପୌରିଷ; ସାହସିକତା —୨. Manliness; courage.
୩. ଶିଷ୍ଟତା —୩. Civility.
୪. ପୁରୁଷତ୍ୱ ସ୍ତ୍ରୀ; ସଙ୍ଗମସାମର୍ଥ୍ୟ —୪. Virility; potency.