Jump to content

ମନୁଷ୍ୟ ଚରିତ୍ର

ଉଇକିଅଭିଧାନ‌ରୁ

ମନୁଷ୍ୟ ଚରିତ୍ର

ଉଚ୍ଚାରଣ

[ସମ୍ପାଦନା]

ମନୁଷ୍ୟ ପ୍ରକୃତି, ମନୁଷ୍ୟ ସ୍ୱଭାବଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ମନୁଷ୍ୟ ଜାତିର ପ୍ରକୃତି ବା ସ୍ୱଭାବ —୧. Human nature
୨. ବ୍ୟକ୍ତିବିଶେଷ ସ୍ୱଭାବ — ୨. A man's peculiar. nature.

(ଉ— ମନୁଷ୍ୟ ପ୍ରକୃତି ମଲେ ତୁଟେ, ଘୁଷୁରି ପ୍ରକୃତି ପଙ୍କରେ ଲୋଟେ—ଢଗ)