ମନୁଷ୍ୟ ଜନ୍ମ
(ମନୁଷ୍ୟ ଯୋନି—ଅନ୍ୟରୂପ)
ମାନବ ଜନ୍ମ; ମନୁଷ୍ୟରୂପରେ ସଂସାରରେ ଜନ୍ମ ହେବା — The state of being born in this world as a man.
[ଦ୍ରଷ୍ଟବ୍ୟ — ଏହିପରି ମନୁଷ୍ୟ୍ୟ ଦେହ, ମନୁଷ୍ୟ ଶରୀର, ମନୁଷ୍ୟ ସମାଜ ଆଦି ପଦ ହୁଏ]