ମନୁହାରି ଜିନିସ
ଦେଖଣା
ମନୁହାରି ଜିନିସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନୁହାରି ଜିନିସ
|
ମନିଆ [ହା] ରି ଚିଜ, ମନୁଆ[ହା଼]ରି ଚିଜ ଅନ୍ୟରୂପ
ଦେଶଜ - ବିଶେଷ୍ୟ - [ସଂସ୍କୃତ - ମନୋହର, କିମ୍ୱା ଇଂ ମାନ୍ ଓ ବାର୍=ଯୁଦ୍ଧ ଜାହାଜ]
[ସମ୍ପାଦନା]ବିଦେଶରୁ ବାଣିଜ୍ୟାର୍ଥ ଏ ଦେଶକୁ ଆସୁଥିବା ଖୋଳନା, କୁଣ୍ଢେଇ ଓ କାଚ ପ୍ରଭୃତିର ଛୋଟ ଓ ସୁନ୍ଦର ଜିନିସମାନ —Toys and other gewgaws
and fancy things imoported from foreign countries.
[ଦ୍ରଷ୍ଟବ୍ୟ —ପୂର୍ବେ ଜଳଦସ୍ୟୁମାନଙ୍କର ଉପଦ୍ରବ ଯୋଗୁଁ ଇଉରୋପରୁ ସମୁଦ୍ରପଥରେ ପଣ୍ୟବାହୀ ଜାହାଜମାନଙ୍କ ଯିବା ଆସିବା ନିରାପଦ ନ ଥିଲା ଏଥିପାଇଁ ଉକ୍ତ ଜାହାଜ— ମାନଙ୍କ ସଙ୍ଗେ ଯୁଦ୍ଧ ଜାହାଜ [ ମାନ୍ ଓ ବା ] ମନ ଆସୁଥିଲା କ୍ରମଶଃ ମାନ୍—ଓ—ବାର୍ ଶବ୍ଦ ବିଦେଶରୁ ଆସୁଥିବା ଖେଳନା ଆଦିକୁ ବୁଝାଇଲା ବୋଲି ଅନୁମିତ ହୁଏ ]