ମନୁ ସଂହିତା
ଦେଖଣା
ମନୁ ସଂହିତା
ଉଚ୍ଚାରଣ
[ସମ୍ପାଦନା]ମନୁ ଧର୍ମ ଶାସ୍ତ୍ର, ମନୁ ଶାସ୍ତ୍ର, ମନୁ ସ୍ମୃତିଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ମ, ପ, ଲୋ; ମନୁ ସଂକଳିତ ସଂହିତା)
[ସମ୍ପାଦନା]ମନୁ ପ୍ରଣୀତ ସ୍ମୃତି ଶାସ୍ତ୍ର; ମାନବ ଧର୍ମ ଶାସ୍ତ୍ର — The code of Manu; the laws of Manu.
[ଦ୍ରଷ୍ଟବ୍ୟ — ଏ ଗ୍ରନ୍ଥ ୧୪: ମନୁଙ୍କ ମଧ୍ୟରୁ ପ୍ରଥମ ସ୍ୱାୟଂଭୁବ ମାନୁଙ୍କ ସଙ୍କଳିତ ବୋଲି ଅନୁମିତ ହୋଇ ଥିଲେ ମଧ୍ୟ ପଣ୍ଡିତମାନଙ୍କ ମତରେ ଏହା ଭୃତଙ୍କୁ ରଚିତ ମନୁ ଓ ପରାଶରଙ୍କ ମଧ୍ୟରେ ମନୁ ପ୍ରାଚୀନ ଓ ପରାଶର ପରବର୍ତ୍ତୀ, ମନୁସଂହିତାରେ ସତ୍ୟଯୁଗରେ ଧର୍ମ ଏବଂ ପରାଶରରେ କଳିଯୁଗଇ ଧର୍ମ ବ୍ୟକ୍ତ ହୋଇଅଛି ମନୁରେ ୧୨:ଟି ଅଧ୍ୟାୟରେ ଅଢ଼େଇ ହଜାରରୁ କିଛି ଅଧିକ ଶ୍ଲୋକ ଅଛି]