ମନେ କରିବା
ଦେଖଣା
ମନେ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନେ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସ୍ମରଣ କରିବା —୧. To remember
(ଊ— ସେ ଆମ୍ଭଙ୍କୁ ମନେ କରନ୍ତି ନାଁ?— ମଧୁସୁଦନ. ଉତ୍ତର ରାମଚରିତ)
- ୨. ହେଜିବା ୨. To recollect.
- ୩. ଚିନ୍ତା କରିବା; ଭାବିବା —୩. To think.
- ୪. କଳ୍ପନା କରିବା —୪. To imagine
(ଉ— ଅର୍ଜୁନଙ୍କ ବାରତା ସେଠାରେ ପାଇଲେ, ମଲା ଦୁର୍ଯ୍ୟୋଧନ ବୋଲି ସେ ମନେ କଲେ କୃଷ୍ଣସିଂହ. ମହାଭାରତ. ବନ)