ମନେ ଧରିବା
ଦେଖଣା
ମନେ ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ମନସ୍+ଧୃ ଧାତୁ)
[ସମ୍ପାଦନା]- ୧. ମନରେ ରଖିବା; ସ୍ମରଣ ରଖିବା —୧. To remember.
[ଉ— ସୁକର୍ମ ବିଦ୍ୟାକୁ ଆଚରେ; ତତ୍ୱ— ଜ୍ଞାନକୁ ମନେ ଧରେ ପଣ୍ଡିତ ବୋଲିବା ତାହାରେ, ସେ ଶୁଦ୍ଧ ଏ ଘୋରସଂସାରେ—ଜଗନ୍ନାଥ. ଭାଗବତ]
- ୨. କୌଣସି ବିଷୟକୁ ଗୁରୁତ୍ୱର ଭାବେ ଗ୍ରହଣ କରିବା — ୨. To take a thing seriously.