Jump to content

ମନେ ପକେଇବା

ଉଇକିଅଭିଧାନ‌ରୁ

ମନେ ପକେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମନେପକାଇଦେବା—୨ ଅର୍ଥ ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସୁମରିକା; ସ୍ମରଣ କରିବା; ସୁମ— ରଣା କରିବା —୧,To remember; to cherish in memory.

[ଉ— ପକାଉଥିବ ମନେ ଯାଉଅଛି ମୁହିଁ—କୃଷ୍ଣସିଂହ. ମହାଭାରତ. ସଭା ]

୨. ଅନ୍ୟ ବ୍ୟକ୍ତିକୁ ଚେତାଇ ଦେବା —୨. To remind a person.