Jump to content

ମନେ ପଡ଼ିବା

ଉଇକିଅଭିଧାନ‌ରୁ

ମନେ ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ସ୍ମୃତ ହେବା; ସ୍ମରଣ ହେବା —To occur to one's mind or recollection.

[ଦ୍ରଷ୍ଟବ୍ୟ — ମନାଉଛି ତୋତେ, ମନେ ପଡ଼ୁଥିବି, ମୋର ଏତିକି ମାଗୁଣି— ଭଞ୍ଜ. ପ୍ରେମସୁଧାନିଧି]