Jump to content

ମନେ ମନେ

ଉଇକିଅଭିଧାନ‌ରୁ

ମନେ ମନେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଆପଣାର ମନରେ —୧. In one's own mind.

[ଉ— ନିଶ୍ଚିନ୍ତ ରହଇ ଅଗ୍ନି ଭୟୁଁ ମନେ ମନେ —ରାଧାନାଥ. ମହାଯାତ୍ରା]

୨. ଅନ୍ତରରେ —୨. Mentally.
୩. ଅପ୍ର— କାଶ୍ୟରେ; ଗୋପନରେ —୩. Secretly.
୪. ଆପଣାର କଳ୍ପନାରେ —୪. In one's imagination .

(ଯଥା— ସେ ମନେ ମନେ ମିଠେଇ ଖାଉଛି)

୫. ଆପଣାର ବିଚାରରେ —୫. According to one's own estimation

(ଯଥା—ସେ ମନେ ମନେ ଭାରି ସିଆଣାଟାଏ)

୬. ମୁହଁରେ କିଛି ପ୍ରକାଶ ନ କରି — ୬. Without speaking out any thing.