Jump to content

ମନୋଆରୀ

ଉଇକିଅଭିଧାନ‌ରୁ

ମନୋଆରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ରଣତରୀ ସମ୍ୱନ୍ଧୀୟ —୧. Realting to man o'war.
୨. ବିଦେଶରୁ ଏ ଦେଶକୁ ଜାହାଜରେ ଆସି ବିକ୍ରି କରାଯାଉ— ଥିବା (ଖେଳନା, କଣ୍ଢେଇଆଦି) ମନୋହର (ଜିନିଷ) — Fancy things (e.g. toys, dolls) imported by ships from foreign countries.