Jump to content

ମନୋଜଗତ

ଉଇକିଅଭିଧାନ‌ରୁ

ମନୋଜଗତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମନଃ+ଜଗତ୍; ଆନ୍ତଃକରଣ ରୂପ ବିଶ୍ୱ; ରୂପକ ସମାସ)

[ସମ୍ପାଦନା]

ମନୁଷ୍ୟର ଅନ୍ତରରେ ବା କଳ୍ପନା ଚକ୍ଷୁରେ ଅଙ୍କତ ବ୍ରହ୍ମାଣ୍ଡ —The microcosm; the sun total of a man's imagination and thoughts.