ମନୋଜବ
ଦେଖଣା
ମନୋଜବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ମନସ୍+ଜବ=ବେଗ)
[ସମ୍ପାଦନା]- ୧. (ମନର ବେଗ ପରି ବେଗ ଯାହାର; ବହୁବ୍ରୀହି) ମନପରି ଶ୍ରୀଘ୍ରଗାମୀ —୧. Swift like the mind; quick
as thought.
- ୨. (୬ଷ୍ଠୀ ତତ୍) ମନର ଗତି — ୨. The movements of the mind; flights af imagination; the wings of fancy.
- ୩. ମନର ଆବେଗ —୩. Restleness of mind.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ବିଷ୍ଣୁ —A name of Bishṇu.