ମନୋଜ୍ଞ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ) ( ମନସ୍ +ଜ୍ଞା.ଧାତୁ +କର୍ମ.ଅ ) [୧][ସମ୍ପାଦନା]

  • ମନୋହର ( charming )
  • ମନୋମୁଗ୍ଧକର ( beatiful )
  • ଅତିସୁନ୍ଦର ( Enchanting )

[ମନୋଜ୍ଞା -ସ୍ତ୍ରୀଲିଙ୍ଗ]

ଦେଶଜ ,ବିଶେଷଣ[ସମ୍ପାଦନା]

  ୧.୧
  • ମନଗଢା
  • କଳ୍ପନାପ୍ରସୂତ
  • କାଳ୍ପନିକ ( Imaginary:born of one's imagination )
  ୧.୨
  • ମନୁଆ ‌( wilful )

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ ,ପୃଷ୍ଠା -୬୨୭୪

ମନୋଜ୍ଞ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମନୋଜ୍ଞା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମନସ୍+ଜ୍ଞା ଧାତୁ+କର୍ମ. ଅ)[ସମ୍ପାଦନା]

ମନୋହରା; ମନୋମୁଗ୍ଧକର; ଅତି ସୁନ୍ଦର —Charming; beautiful; enchanting.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ମନଗଢ଼ା; କଳ୍ପନାପ୍ରସୂତ; କାଳ୍ପନିକ — ୧. Imaginary; born of one's imagination.
୨. ମନୁଆ —୨. Wilful.