Jump to content

ମନୋଜ୍ଞା

ଉଇକିଅଭିଧାନ‌ରୁ

ମନୋଜ୍ଞା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ମନୋଜ୍ଞା+ଆ)

[ସମ୍ପାଦନା]

ମନୋଜ୍ଞର ସ୍ତ୍ରୀଲିଙ୍ଗ — Feminine of Manojn̄a.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କଳା ଜୀରା —୧. Black cumin seed.
୨. ଜାଇତ୍ରୀ (ହିନ୍ଦୀ - ଶ) —୨. Mace (spice).
୩. ମଦିରା (ହିନ୍ଦୀ - ଶ) — ୩. Wine.