Jump to content

ମନୋଦତ୍ତା କନ୍ୟା

ଉଇକିଅଭିଧାନ‌ରୁ

ମନୋଦତ୍ତା କନ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଯେଉଁ କନ୍ୟାକୁ କୌଣସି ବର ସହିତ ବିବାହ ଦେବାପାଇଁ କନ୍ୟାପିତା ମନେ ମନେ ସଂକଳ୍ପ କରିଥାଆନ୍ତି —A daughter who has been bestowed on a bridegroom-elect by a mental resolution of her father of other guardian.