Jump to content

ମନୋଦୁଃଖ

ଉଇକିଅଭିଧାନ‌ରୁ

ମନୋଦୁଃଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ମନସ୍+ଦୁଃଖ)

[ସମ୍ପାଦନା]

ମାନସିକ ବେଦନା ବା ଅପ୍ରସନ୍ନତା — Mental affliction.