Jump to content

ମନୋନୟନ

ଉଇକିଅଭିଧାନ‌ରୁ

ମନୋନୟନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ମନସ୍+ନୟନ; ୩ୟା ତତ୍)

[ସମ୍ପାଦନା]
୧. ଅନୁମୋଦନ —୧. Approval.
୨. ପସନ୍ଦ କରି ନେବା; ବାଛିନେବା —୨. Nomination; selection; choice.
୩. ନିର୍ବାଚନ —୩. Election.
୪. ମନୋନେତ୍ର (ଦେଖ) - —୪. Manonetra (See)