ମନୋବିକାର
ଦେଖଣା
ମନୋବିକାର
ଉଚ୍ଚାରଣ
[ସମ୍ପାଦନା](ମନୋବିକୃତି—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ମନସ୍+ବିକାର)
[ସମ୍ପାଦନା]- ୧. ମନ— ବିଗଡ଼ା; ଚିତ୍ତର ଅସ୍ୱାଭାବିକ ଅବସ୍ଥା — ୧. Unnatural state of mind.
- ୨. ଚିତ୍ତ ଚାଞ୍ଚଲ୍ୟ —୨. Mental anxiety; perturbation of mind; revulasion of feeling.
- ୩. ଚିତ୍ତର ଦୁର୍ବଳତା —୩. Mental weakness; weakness of mind.
- ୪. ଚିତ୍ତରେ କୌଣସି ସୁଖଜ ବା ଦୁଃଖଜ ଭାବ ବା ବିଚାର ଉରସ୍ଥିତ ହେବା ଅବସ୍ଥା (ହିନ୍ଦୀ - ଶ) —୪. Emotion.
[ଦ୍ରଷ୍ଟବ୍ୟ — ରାଗ, ଦ୍ୱେଷ, କ୍ରୋଧ, ଦୟା ଆଦି ଚିତ୍ତବୃତ୍ତି ମନୋବିକାର
ଅଟେ ସାଧାରଣତଃ ମନୋବିକାର ଜାତ ହେବା ସଙ୍ଗେ ସଙ୍ଗେ କେତେକ ଶାରୀରିକ ବିକାର
(ଯଥା— ରୋମାଞ୍ଚ, ସ୍ୱେଦ, କମ୍ପ, ଅଶ୍ରୁ ହୃଦୟର ସ୍ପନ୍ଦନ)ଲକ୍ଷିତ ହୁଏ)