Jump to content

ମନୋବିବାଦ

ଉଇକିଅଭିଧାନ‌ରୁ

ମନୋବିବାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ମନସ୍+ବିବାଦ)

[ସମ୍ପାଦନା]

ମନୋ— ମାଳିନ୍ୟ; ଦୁଇଜଣଙ୍କର ମନର ଅମେଳ; ମନାନ୍ତର —Disagreement; ill-felling; bad blood; estragreement; difference of opinion between two persons.