ମନୋବୃତ୍ତି
ଦେଖଣା
ମନୋବୃତ୍ତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ମନସ୍+ବୃତ୍ତି)
[ସମ୍ପାଦନା]- ୧. ଚିନ୍ତା — ୧. Thought.
- ୨. ସ୍ମରଣ, ମନନ, ଅନୁଧ୍ୟାନାଦି ମାନସିକ ବୃତ୍ତି ବା ମନର କାର୍ଯ୍ୟମାନ — ୨. The operations of the mind, such as memory, thinking, attention etc.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ସମ୍ପତ୍ତିରେ ଅଧିକାର ବା ସ୍ୱତ୍ୱ ନ ଥିବା ବ୍ୟକ୍ତିର ଭରଣପୋଷାଣର୍ଥ ନିର୍ଦ୍ଧାରିତ ଦେୟ — A grant for the maintenance of a person who has no title to a property.