Jump to content

ମନୋବେଗ

ଉଇକିଅଭିଧାନ‌ରୁ

ମନୋବେଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍, ମନସ୍+ବେଗ)

[ସମ୍ପାଦନା]
୧. ମନର ବେଗ ବା ଚଞ୍ଚଳତା —୧. Velocity of the thought.
୨. ମନ ପରି ଚଞ୍ଚଳ ଗତି —୨. Swiftness like that of the mind.
୩. ମନୋଦ୍ଗୋଗ; ଚିତ୍ତଚଞ୍ଚଲ୍ୟ —୩. Mental anxiety.
୪. ମନୋବିକାର (ଦେଖ) - —୪. Manobikāra (See)