Jump to content

ମନୋବେଦନା

ଉଇକିଅଭିଧାନ‌ରୁ

ମନୋବେଦନା

ଉଚ୍ଚାରଣ

[ସମ୍ପାଦନା]

(ମନୋବ୍ୟଥା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍, ମନସ୍+ବେଦନା)

[ସମ୍ପାଦନା]
୧. ମାନସିକ ଯାତନା —୧. Mental affliction; mental agony.
୨. ଅନ୍ତରର ଦୁଃଖ; ମନୋଦୁଃଖ —୨. Sadness of the heart; melancholy.