ମନୋଭୀଷ୍ଟଫଳ ପ୍ରାପ୍ତି
ମନୋଭୀଷ୍ଟ ଫଳଲାଭ, ମନୋଭୀଷ୍ଟ ସିଦ୍ଧି ଅନ୍ୟରୂପ
ମନୋବାଞ୍ଚାର ପୁରଣ; ମନରେ ପାଞ୍ଚିଥିବା ଫଳ ପାଇବା —The fulfil ment or attainment of one's desire; the realisation of one's desires.