ମନୋମୋହନ
[ମନୋଭିରାମ—ଅନ୍ୟରୂପ]
(ମନୋମୋହିନୀ—ସ୍ତ୍ରୀ)
ମନୋହର; ମନୋମୁଗ୍ଧକର; ଅତୀବ ରମଣୀୟ — Enchanting; fascinating.
[ଉ—ତପ ଫଳେ ଯେହୁ ହୋଇଛି ଏ ବିଶ୍ୱମୋହନ—ମନମୋହିନୀ ରାଧାନାଥ. ଯଯାଦି]