Jump to content

ମନୋମୟ କୋଷ

ଉଇକିଅଭିଧାନ‌ରୁ

ମନୋମୟ କୋଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ବେଦାନ୍ତଦର୍ଶନ) ମନୁଷ୍ୟର ଆତ୍ମାର ଆବରଣରୂପ ଆତ୍ମାକୁ ବେଢ଼ି ରହିଥିବା ୫ ଗୋଟି କୋଷ ବା ଖୋଳ ମଧ୍ୟରୁ ୨ୟ କୋଷ — The ୨nd of the ୫ sheaths said to envelop the soul of man (in Bedānta philosophy).