ମନୋଯୋଗ
[ଅମନୋଯୋଗ—ବୀପରିତ]
(ମନୋନିବେଶ, ମନୋଭିନିବେଶ—ଅନ୍ୟରୂପ)
ମନଃସଂଯୋଗ; କୌଣସି ବିଷୟ ପ୍ରତି ମନ ଦେବା; ଅଭିନିବେଶ — Attention; concentration of one's mind to a particular matter.