Jump to content

ମନୋରଥ

ଉଇକିଅଭିଧାନ‌ରୁ

ମନୋରଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମନସ୍+ରଥ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ମନର ବାଞ୍ଛା ବା ଅଭିଳାଷ; ମନସ୍କାମନା —୧. Desire.
୨. ଅଭିଳଷିତ ବସ୍ତୁ —୨. The desired object.