Jump to content

ମନୋରଥ ଗତି

ଉଇକିଅଭିଧାନ‌ରୁ

ମନୋରଥ ଗତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ.ପ,.ଲୋ;ମନୋରଥାନୁରୂପ ଗତି)

[ସମ୍ପାଦନା]
୧. ଯତେଛା ଗମନ ଶକ୍ତି —୧. The power of moving according to one's free will; freedom of movement
୨. (୬ଷଷ୍ଠୀତତ୍) ମନର ଅଭିଳାଷର ଗତି —୨. The movement of one's desires; ambition.

ସଂସ୍କୃତ - ବିଶେଷଣ - (ବହୁବ୍ରିହୀ)

[ସମ୍ପାଦନା]

ମନପରି ଦ୍ରୁତଗାମୀ — As swift as thought.