ମନୋରମ
ଦେଖଣା
ମନୋରମ
ଉଚ୍ଚାରଣ
[ସମ୍ପାଦନା](ମନୋରମ୍ନା—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - (ମନସ୍+ରମ୍ ଧାତୁ ଣିଚ୍ ରମି ଧାତୁ=ଆନନ୍ଦିତ କରିବା+କର୍ତ୍ତୃ. ଅ)
[ସମ୍ପାଦନା]ମନୋଜ୍ଞ; ମନୋହର; ମନମୁଗ୍ଧକର; ସୁନ୍ଦର —Pleasing. charming; beautiful
ଦେଶଜ - ବିଶେଷ୍ୟ - (ପ୍ରାଚୀନ ପଦ୍ୟ)
[ସମ୍ପାଦନା]ସୋନ୍ଦର୍ଯ୍ୟ; ଶୋଭା —Beauty.
[ଉ—ବର୍ଣ୍ଣନୀୟ ନୋହିଲା ତହିଁର ମନୋରମ ଭଞ୍ଜ. ବୈଦେହିଶବିଳାଶ]